dcsimg

କିଆ ( Oriya )

provided by wikipedia emerging languages

କିଆ ଏକ କ୍ରାନ୍ତିମଣ୍ଡଳୀୟ ଉଦ୍ଭିଦ୤ ବହୁ ଶାଖାୟିତ କିଆ ସାଧାରଣତଃ ୬ ମିଟର ପର୍ଯ୍ୟନ୍ତ ବଢ଼ିଥାଏ ୤ ସବୁଜ ବର୍ଣ୍ଣର ପତ୍ର ଲମ୍ବ ୧-୧.୫ ମି., ଓସାର ୪ ସେ.ମି. ୤ ପତ୍ରଧାର କଣ୍ଟା ଯୁକ୍ତ ୤ କିଆ ଗଛକୁ ୫ବର୍ଷ ହେଲେ ପ୍ରାୟତଃ ଫୁଲ ଧରିବା ଆରମ୍ଭ କରେ ୤ ଗୋଟିଏ ଗଛରୁ ୩୫ରୁ ୪୦ଟି ଫୁଲ ଫୁଟେ ଓ ୧୦ରୁ ୨୦ ବର୍ଷ ମଧ୍ୟରେ ଗଛରୁ ଅଧିକ ଫୁଲ ଉତ୍ପାଦିତ ହୋଇଥାଏ ୤

ବ୍ୟବହାର

ଏହା ଏକ ବୁଦା ଜାତୀୟ ଉଦ୍ୱିଦ ଯାହାର ସୁଗନ୍ଧିତ ପୁଷ୍ପରୁ ଅର୍କ ବାହାର କରା ଯାଏ । ଏହା ଏକ ଉଦ୍ଦୀପକ ହିସାବରେ ମୁଣ୍ଡବିନ୍ଧା ପାଇଁ ବ୍ୟବହୃତ ହୁଏ । ଏହି ପୁଷ୍ପ ଏକ ଖାଦ୍ୟ-ସୁଗନ୍ଧି ଭାବରେ ବିଖ୍ୟାତ । ଏହା [୧] ଅନେକ ଭାରତୀୟ ଖାଦ୍ୟ ଯେପରିକି ରସଗୋଲା, ପିଠା ଓ ଅନେକ ମିଷ୍ଟାନ୍ନରେ ସୁଗନ୍ଧି ଭାବେ ବ୍ୟବହାର କରାଯାଏ । ଏହାର ସୁଗନ୍ଧ ଏନେକ ସାପ ମାନଙ୍କୁ ଆକୃଷ୍ଟ କରାଇବାରେ କୁଖ୍ୟାତ[୨]

ପ୍ରାଦେଶିକ ନାମ

Common names include:

ଆଧାର

license
cc-by-sa-3.0
copyright
ଉଇକିପିଡ଼ିଆର ଲେଖକ ଏବଂ ସମ୍ପାଦକ |